Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Fantasy

4  

Sanjukta Padhi

Fantasy

କଳାହାଣ୍ଡି ସୁନେଲି ସୂରୁଜ ଆକାଶରୁ

କଳାହାଣ୍ଡି ସୁନେଲି ସୂରୁଜ ଆକାଶରୁ

1 min
375


କଳାହାଣ୍ଡି ସୁନେଲି ସୂରୁଜ

ଆକାଶରୁ ଉଠି

ଲୋହିତ ରଙ୍ଗ ଧରେ

ପଶ୍ଚିମ ଓଡ଼ିଶା ଉଠିଲା ବେଳକୁ

ତୁମରି ମଙ୍ଗ ଧରେ,

ଦୁପ୍ତ କଣ୍ଠେ ବଚନ ଛୁଟେ

ତୁମ ଚାରୁକଳା ସ୍ଥିତି,

ଉଦ୍ଦୀପ୍ତ ହୁଅ ତୁମେ

ହୁଅ ଉତ୍କଳ ସାରଥୀ ।

ଜନ ଚେତନା ର ହୁଅ ନିର୍ମାତା

ପଶ୍ଚିମ ଓଡ଼ିଶା ସେନାପତି

ତୁମେ ଅସୁର ଗଡର ବଣିଆ

କଳାର ଗୁଡ଼ ମାଠିଆ ।

ଗିରି କାନନ ଯା ଚନ୍ଦ୍ରଚୂଡ

ମାଣିକେଶ୍ଵରୀ ମଣି ମୁକୁଟ

ତେଲ, ରେତ ଆଉ ହାତୀ

ଉଲାଦାନୀ ଫୁର୍ଲିଝରନ୍

ହରେ ବିଷାଦ ମନ ।

ଚଳ ଚଞ୍ଚଳ ପଉଷ

ନୂଆଖାଇ ର ନବାର୍ଣ୍ଣ

ଅନ୍ତରଙ୍ଗ କରେ ସଭିଙ୍କ ମନ

ପାଇବା ନ ପାଇବା ଉର୍ଦ୍ଧ୍ବରେ

ସେ'ତ ଆକାଶ ବସୁଧା ପରି

ଆକଳନ ବିଶାଳ ଓ ଚିରନ୍ତନ ।।

        



Rate this content
Log in

Similar oriya poem from Fantasy