STORYMIRROR

Santanu Bisoi

Abstract

2  

Santanu Bisoi

Abstract

"କଳା"।

"କଳା"।

1 min
374

ମୁଁ କଳା ଥିଲି ବୋଲି

ତମେ ଆଦରି ନେଲ

ଏକ ସୁନ୍ଦର ମହାକାଳ ଫଳ


ମୁଁ ଗାଁ ରେ ରହେ ବୋଲି

ତମେ ହିଁ ବାଛି ନେଲ

ସହରି ଉଦ୍ ଭ୍ରାନ୍ତ ଯୁବକ


ମୁଁ ଦେଉଥିବା ଖୁସିକୁ

ତମେ ଗ୍ରହଣ ନ କରି

ଦୌଡ଼ି ଥିଲ ମରୀଚିକା ପଛରେ


ଏବେବି ମୋର ସ୍ୱୀକୃତି ଅଛି,

ମୋ ଘରର ଦ୍ୱାର ଉନ୍ମୁକ୍ତ ଅଛି

ନିଜକୁ ପଚାରି ଦେଖ

କୃତିମ ହସ ହସି ତିଳ ତିଳ ହୋଇ ଜଳିବ

ନା'

ମୋ ମାଟି ବୈକୁଣ୍ଠର ମହାରାଣୀ ହେବାକୁ ପସନ୍ଦ କରିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract