Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Das

Inspirational

1.0  

Sasmita Das

Inspirational

କଳା ଠାକୁର

କଳା ଠାକୁର

1 min
1.4K


ଶୁଣ ହେ କଳା ଠାକୁର

ଏତିକି ଗୁହାରି ମୋର

ନିଅ ଆଉ ଥରେ କଳକୀ ଅବତାର

ପାପୀ ଦୁନିଆ କୁ କରିଦିଅ ସଂହାର ା

ଧର୍ମ ଅଧର୍ମ ର ଏଠି ନାହିଁ ରେ ଵିଚାର

ମଣିଷ କରୁଛି ପୁଣି ମଣିଷ ଶିକାର !

ଧନ ପଛେ ପଛେ ପାଗଳ ହୋଇ ଧାଉଁଛି

ମଦ ମାଉଁସ ନିଇତି ବୁଡି ସେ ରହୁଛି

ନାରୀ ଠୁ ଜନମ ନେଇ ନାରୀ କୁ ଶୋଷୁଛି

ମିଛ ପାଖେ ସତ ଆଜି ହାରି ତ ଯାଇଛି

ଦୁର୍ବଳ ଉପରେ ସଦା ସଵଳ ଲଢଇ

ଅଂଧକାର ଏଠି ଖାଲି ଆଲୁଅ ତ ନାହିଁ !

ତୁମ ଗଢା ଏ ସଂସାର ହୁଏ ନାରଖାର

ଆସ ଆସ ହେ ଠାକୁର ନେଇ ପୁଣି ଅବତାର....


Rate this content
Log in

Similar oriya poem from Inspirational