Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Abstract

2  

BANITA SAHU

Abstract

କଇଁଚର ସଂକଳ୍ପ ହୋଇଲା ସତ

କଇଁଚର ସଂକଳ୍ପ ହୋଇଲା ସତ

1 min
246


ଠେକୁଆ ଭାଇ ତ' ଭାରି ଚାଲାକ୍

ତାଙ୍କ ଠାରୁ ମୁଁ କିପରି ବାଜିମାରିବି

ସାହାସ ବାନ୍ଧିଲି ମନରେ ମୋର

ରକ୍ଷା କରହେ ବିଶ୍ବ ଠାକୁର

ନିଜ କର୍ତ୍ତବ୍ଯରେ କରିବିନି ଅବହେଳା

ଜୀବନରେ ରହିବି ଚପଳା ଓ ଚଞ୍ଚଳା

ଛୋଟ ଭାବିବି ନାହିଁ ମୁଁ ନିଜକୁ 

ଉନ୍ନତି ର ପଥେ ଚାଲିବି ଆଗକୁ

ସଙ୍କଳ୍ପ ରଖି କର୍ତ୍ତବ୍ଯ କରିଚାଲିଲି ମୁହୁଁ

ଠେକୁଆ ଭାଇଠୁ ହାର ମାନିଲି ନାହିଁ


Rate this content
Log in

Similar oriya poem from Abstract