Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Romance

3  

Umashankar Satpathy

Romance

କିମ୍ବଦନ୍ତୀ ପ୍ରେମ

କିମ୍ବଦନ୍ତୀ ପ୍ରେମ

1 min
263


କାହିଁକି ଏମିତି

ସକଳ ସମ୍ପର୍କ ଆଜି

ଲାଗେ ଆପଣାର !

ନା ଜନ୍ମେ ମାନ ଅହଙ୍କାର

କିମ୍ବଦନ୍ତୀ ପ୍ରେମ

କିଛି " କିନ୍ତୁ" ବୋଧେ 

ବାକିଥିଲା ସେଦିନର

ଅପରାହ୍ନ ଗୋଧୂଳି ଛାୟାରେ 

ବନ୍ଦିପ୍ରାୟ ଆତ୍ମୀୟତା 

ସଂଜ୍ଞାହୀନ ସମ୍ପର୍କ ରଜ୍ଜୁରେ

ମତୁଆଲା ଛଳନାର 

ମଧୁର ଫାଶରେ ...

ସୃଷ୍ଟି ସ୍ୱପ୍ନ ସୃଷ୍ଟି ଆରମ୍ଭରୁ 

ନାହିଁ ଯାର ଇତି ଲମ୍ବିଛି ସମ୍ପ୍ରତି

ଅମଳିନ ସମ୍ପର୍କର 

ରେଶମୀ ଏ ଡୋର

କିଏ ଜାଣେ !!

କେଉଁଦିନ କରିଦେବ ପର.....


Rate this content
Log in

Similar oriya poem from Romance