STORYMIRROR

Umashankar Satpathy

Romance

3  

Umashankar Satpathy

Romance

ରଜ

ରଜ

1 min
190

ଜୋଛନା ଯଦି 

ହୁଏ ମୋ ପ୍ରିୟା 

ବିରହ ହିଁ ଅମାବାସ୍ୟା 

ପ୍ରୀତିଲଗ୍ନାର ପୀରତି ପ୍ରିୟ

ଦେଖୁନି ଚକ୍ରବ୍ୟୁହ

ଓଦାଲୁଗାରେ ନିତମ୍ବ ତାର

ଢାଲ ମୋ ଲେଖା ଜାଣ 

ରସସିକ୍ତର ଲାଳସା ହେଲା

ନାଁଟା ତା'ର 'ରଜ'

ଏ ସଜବାଜ ପ୍ରିୟା ମଉଜ

ଶତ ରୌଦ୍ରର ଝାଞ୍ଜି 

ବୁଝୁଥିଲା ମନ

ଝୁରୁଥିଲା ପ୍ରେମ 

କୋଉଠି ସେ ତପୋବନ

ଥରେ ମନର ସାନ୍ଧ୍ରତା ଜାଣି

ମଉଳା ସ୍ମୃତି ଜାଗିଲା ଶିହରଣ

ଶତ ସିଂହର ବଳ ଜାଗ୍ରତେ

ପରିଣତ ନୁହେଁ ସାକ୍ଷୀ

ଆଉଜି ପଡନ୍ତା ଯଦି ଜୟନ୍ତୀ

ଭୁଲି ଯାନ୍ତି କି ଶାନ୍ତି 

ମୁଁ ଥିଲି ! କେବେ ନଥିଲି

ଅଛି ବି କାହାର ପତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance