STORYMIRROR

Srinibas Mahalik

Tragedy Comedy

2  

Srinibas Mahalik

Tragedy Comedy

କିଲର୍ ମୋବାଇଲ୍

କିଲର୍ ମୋବାଇଲ୍

1 min
13.7K


ମୋବାଇଲି ଥିଲେ ଖାଇବା ପିଇବା

ଯାଉ ଆମେ ସବୁ ଭୁଲି

ପାଠପଢା କଥା କିଏ ପଚାରୁଛି

ମାର ତାକୁ ଭାଇ ଗୁଲି..

ଥିଲେ ପାଖେ ମୋବାଇଲି..

ଚତୁଃପାର୍ଶ୍ୱରେ ଘଟଣା ଘଟିଲେ

ନେଉ ଆମେ ସେଲଫି ଖାଲି ।।

ମୋବାଇଲି ଗୋଟେ ସାଇଲେଣ୍ଟ୍ କିଲର୍

ଏକଥା ଆମକୁ ଜଣା

ତଥାପି ବି ଆମେ ମୋବାଇଲ୍ ଧରୁ

ବହିଠାରୁ ଚାରି ଗୁଣା..

ତା'ପଛରେ ହୋଇ ବଣା..

ପାଠଶାଠ ସବୁ ଖାଇ ସାରିଲୁଣି

ମେମୋରିକୁ କରି କଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy