STORYMIRROR

Prabhash chandra Toltia

Inspirational Others

3  

Prabhash chandra Toltia

Inspirational Others

କିଏ କହନ୍ତା କି ଏଇ ମିଛ ବୋଲି

କିଏ କହନ୍ତା କି ଏଇ ମିଛ ବୋଲି

1 min
207


                  

ଜୀବନର ଯେତେ ହସ ଆଜି ଲୁହ

ହେଇ ଝରୁଛି

ଜୀବନରେ କରିଥିବା ପାପ ପାଇଁ

ଆଜି ପ୍ରାୟଶ୍ଚିତ ଖୋଜୁଛି।


ଛାଇଗଲାଣି ମୃତ୍ୟୁ ର ବିଭୀଷିକା

ଚାରିଆଡେ ହାହାକାର

ଶହ ଶହ ମଡର ବାସସ୍ଥାନ

ବୋଧେ ପୃଥିବୀ ଆଉ ପୃଥିବୀ ହେଇ ରହିନାହିଁ।


କିଏ କହନ୍ତା କି ଏଇଟା ଗୋଟେ

ସ୍ୱପ୍ନ ବୋଲି

କିଏ କହନ୍ତା କି ଏଇଟା ଗୋଟେ

ସିନେମା କାହାଣୀ ବୋଲି!


ହେଲେ ସବୁ ନିରବ କାହାରି ପାଟି ଫିଟୁନି

କାହିଁକି ଫିଟିବ 

ସତ ସବୁ ଆଖି ଆଗରେ ଘଟିଯିବା ପରେ ଆଉ

କିଏ ବା କହନ୍ତା ଇଏ ମିଛ ବୋଲି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational