STORYMIRROR

Prabhash chandra Toltia

Inspirational

3  

Prabhash chandra Toltia

Inspirational

ଧନ୍ୟ ତୁମେ ମୋଦି ସରକାର

ଧନ୍ୟ ତୁମେ ମୋଦି ସରକାର

1 min
237

ଧନ୍ୟ ତୁମେ ମୋଦି ସରକାର

ତୁମପାଇଁ ଦେଶ ବଦଳି ପାରିଛି

ସନ୍ଦେହ ଏଥିରେ ନାହିଁ କାହାର।

ଦେବଦୂତ ସାଜି ଓହ୍ଲେଇ ଆସିଛ

ଏ ଧରା ପୃଷ୍ଠକୁ ଆଜି

ତିନି ଶହ ସତୁରି ଧାରା ଉଚ୍ଛେଦ କରି

ପାକିସ୍ତାନ କୁ ଦେଲ ବାଜି।

ତୁମେ ଅଟ ମହାପୁରୁଷ

କାଶ୍ମୀରକୁ ଭାରତେ ମିଶାଇ

ରଚିଲ ନୂଆ ଇତିହାସ।

ଶାନ୍ତିପ୍ରିୟ ଦେଶ ମୋ ଭାରତ ବର୍ଷ

ଆମେ ସେ ମାଆ ର ସନ୍ତାନ

ଗର୍ବ କରୁ ଆଜି ତା କୋଳେ ଜନମି

ନିଜକୁ ମଣୁଛୁ ମହାନ।



Rate this content
Log in

Similar oriya poem from Inspirational