STORYMIRROR

Prabhash chandra Toltia

Abstract

2  

Prabhash chandra Toltia

Abstract

ଭୁଲିଯାରେ ମନ ତାକୁ

ଭୁଲିଯାରେ ମନ ତାକୁ

1 min
364

କାହିଁକି ଭାବୁଚୁ ତାକୁ

ସେ ତୋର କିଏ କି

ସେମିତି ସେ ଆସିଥିଲା 

ତୋ ଜୀବନରେ ଅତିଥିଟେ ସାଜି।

କାହିଁକି ତା ପଛରେ ପଡ଼ିଚୁ

ଭୁଲି ଯା ତାକୁ

ଜୀବନରେ ତ ଏମିତି କେତେ ଅସୁଥିବେ

କେତେ ଯାଉଥିବେ।

ଭାବିନେ ସେଇଟା ତୋ ପାଇଁ ଥିଲା

ଗୋଟେ ମରୀଚିକା ସଦୃଶ।

ବୃଥା ସ୍ବପ୍ନ ଦେଖିବା ଛାଡ଼ିଦେ

ଭୁଲି ଯା ତାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract