Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Action Fantasy

4  

Mr.GAGAN BIHARI NAYAK

Romance Action Fantasy

💐କିଛି ଆଖି କହୁଛି💐

💐କିଛି ଆଖି କହୁଛି💐

1 min
23.6K


ବଉଦ ଫାଙ୍କରେ ଜହ୍ନ ସତେ ଉଙ୍କି ମାରୁଛି ।

ପଦ୍ମ ପାଖୁଡାର ସମ ତାର ମୁହଁ ଦିଶୁଛି ।

ଚିହ୍ନା ଚିହ୍ନା ପରି ଲାଗୁଛି ସତେକି...

ଚାହିଁ ଦେଲେ ଟିକେ ତାକୁ ସିଏ ଲାଜ କରୁଛି


ଷୋଳଟି ବସନ୍ତ ଦେହରେ ତାହାର ଘର କରିଚି ।

ଅନେକ ଯୁଗର ସପନ ଯେମିତି ଭରି ରହିଛି ।

କିଛି କଥା ତାର ମନ କହେ

ଆଉ କିଛି ତାର ଆଖି କହୁଛି 

ସେମିତି ପ୍ରିୟାର ଅଳସୀ ଆଖିଟା

ଭାରି ମନେ ପଡୁଛି


ଭାଙ୍ଗିଛି ଯେବେ ତା ମନ ବାଲି ଘର ତୋଳି ଦେଇଛି ।

ଅଭିମାନେ ଯେବେ ଋଷିଛି କେବେ ସେ ଗେଲ କରିଛି ।

କବରୀରେ ତାର ଶରଗ ଜହ୍ନକୁ 

କେତେ ଶରଧାରେ ଥାପି ଦେଇଛି 

କବିତା ଧାଡିଏ ଗାଇ ସରାଗରେ ଓଠେ ହସ ଦେଖୁଛି


Rate this content
Log in

Similar oriya poem from Romance