STORYMIRROR

Disambar Meher

Abstract Others

3  

Disambar Meher

Abstract Others

ଖୁଜ୍ଲେ ମିଲତାକେ ସତେ

ଖୁଜ୍ଲେ ମିଲତାକେ ସତେ

1 min
159



ଖୁଜ୍ଲେ ମିଲତାକେ ସତେ

        ସେ ମୋର୍ ଗାଁର୍ ମାଏଟ୍ ର ମହକ୍

ସେ ଛୁଆ ଦିନର୍ ଖେଲ୍

         ବୁଢିମାଁର୍ କଥାନି,ଗୀତର୍ ଚମକ୍ ।

ଖୁଜ୍ଲେ ମିଲତାକେ ସତେ

      ‌ ‌ ବେଲବୁଢିଆ କିର୍ତ୍ତନ ଭାଗବତ୍ ପାଠ୍

ଡୁଲି ଡାଙ୍ଗ୍ରିର୍ ଧାନ୍ କୁଲଜା

         ଆମର୍ ଗାଁର୍ ଜୋର୍ ତରାର୍ ହାଟ୍ ।

ଖୁଜ୍ଲେ ମିଲତାକେ ସତେ

          ଫଗୁନ୍ ମାସେ ଆମ୍ ଫୁଲର୍ କହଁର୍

ରୋଡ୍ ତରାତରାର୍ ଆମ୍ ଗଛ

     

        କୁଇଲିର୍ କୁହୁ କୁହୁ ସବର୍   ।

ଖୁଜ୍ଲେ ମିଲତାକେ ସତେ

          ଗଣାବଜା ଡାଲଖେଇ ଗୀତର୍ ରସ୍

ଭେଇଚାରା, ପୂଜାପାଠ୍

               ଅରସା ,ଖଜା ହେଣୁଆ ମହୁରସ୍ ।

ଖୁଜ୍ଲେ ମିଲତାକେ ସତେ

            ଆମର୍ ଗାଁର୍ ସେ ଦୁରୁଶ୍ ଚିନ୍

ବଦ୍ଲିଗଲା ଗାଁ ଚିନ୍

           ବଦ୍ଲି ଗଲା ଚାଲିଚଲନ୍ ବଦ୍ଲି ଗଲା ସେ ଦିନ୍ । 


Rate this content
Log in

Similar oriya poem from Abstract