STORYMIRROR

arun sahoo

Drama Romance Fantasy

3  

arun sahoo

Drama Romance Fantasy

ଖରାର ପ୍ରେମ

ଖରାର ପ୍ରେମ

1 min
363

ଶୀତ ସକାଳର ଶିତେଇ ଅନୁଭୁତି

ଅରୁଣ ର ରୂପକାନ୍ତି ଚାହିଁ ମୁରୁକି ହସି

ମଥାମିଟି ଲୋଟି ହସି ପ୍ରିତିରେ ବିଭୋର           

ଧିରେ ଆସି ପ୍ରେୟସୀ କୋଳେଇ ଦେଲା ଚୁମ୍ବନ।


 ଶୀତ ସକାଳର ଖରା

ଜୀବନଟା ଏକ କଣ୍ଟକିତ ରାସ୍ତା

ଚାଲିବାକୁ କେତେ ଖରା କେତେ ଛାଇ 

କେତେ ଖରା ବର୍ଷା ଶୀତ ମୁଁ ସହିଛି

ମୋମନ ଖୋଜୁଛି ମିତ 

ତୋ ପାଇଁ ଲେଖୁଛି ପ୍ରିତିର ସଂଗିତ

ଓଃ କି ଟାଆଁଶିଆ ଖରା 

ପ୍ରେମ ପ୍ରେୟସୀ ବନ୍ଧା ଖରା ର ପ୍ରେମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama