Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash Panigrahi dash

Inspirational

4.0  

Alhadini Panigrahi dash Panigrahi dash

Inspirational

ଖୋଜୁଛି ମୁଁ ମୋ ମାତୃଭାଷା

ଖୋଜୁଛି ମୁଁ ମୋ ମାତୃଭାଷା

1 min
222


ଏ ଗୋଡରେ ମାଡିଲି ଭେଜ୍ରି କଣ୍ଟା

   ରଟ୍ କଲା

ସେ ଗୋଡରେ ମାଡିଲି ଜଳନ୍ତା ସଳିତା

  ଚଟ୍ କଲା

ମୋ ମାତୃଭାଷାର ଲୁହ ଦେଖି କରି

  ମୋ ଛାତି ତଳ ଚଲ୍ କଲା ।


ଲୁଣି ଲାଗେ ପରା ସମୂଦ୍ରର ଜଳ

   ମାଆ ଲୁହ ବୋହି ଆଣି

ଗନ୍ଧ ମାର୍ଦ୍ଦନ କଲା ତା ଛାତି ପଥର

   ମାଆ ଦୂ8ଖ ସହି ନ ପାରି ।


ଇଂରାଜୀ ବହିର ମୋଟା ଫର୍ଦ୍ଦ ତଳେ

   ମୋ ଭାଷା ଯାଇଛି ଲୁଚି

ଛୋଟ ଛୁଆଟି ବି ବର୍ଣ୍ଣ ବୋଧ ଛାଡି

   ପଢୁଛି ଏ, ବି ,ସି ।


 ଗ୍ଲୋବାଲ ଯୁଗରେ ଇଂରାଜି ପଢିବା

   ମନା ନାହିଁ, ମନା ନାହିଁ

ହେଲେ ନିଜ ଭାଷା ଲୁପ୍ତ କର ନାହିଁ

ବେଦେଶୀ ଭାଷାର ପାଇଁ ା


ଓଡିଆ ଭାଷାକୁ ପ୍ରାଧାନ୍ୟ ଦେଲେ

  ବଂଚି ଯାଆନ୍ତା ମୋ ଭାଷା 

ଓଡିଆ ଆମେରେ ଓଡିଆ ସାଙ୍ଗରେ

  କହିବା ଓଡିଆ ଭାଷା ା 



Rate this content
Log in

Similar oriya poem from Inspirational