STORYMIRROR

Ghanashyam Biswal

Abstract Inspirational

3  

Ghanashyam Biswal

Abstract Inspirational

କହିବି କଥାଟି

କହିବି କଥାଟି

1 min
267

ସୁଖ ଦୁଃଖ ଏତ ଦୁନିଆର ନୀତି

ସବୁ ରାତି ପାଇଁ ଦିନଟେ ଅଛି

ଅସମୟେ କାହିଁ ଗୁପତେ କାନ୍ଦିବା

ଦୃଢ଼ ମନେ ଯଦି ସାହସ ଅଛି l


ସତ୍ୟ, ଅହିଂସାର ପଥିକ ସାଜିବା

ପ୍ରିୟ ବାପୁଙ୍କର ଆଦର୍ଶ ନେଇ

ଜାତି, ଧର୍ମଠାରୁ ଉପରକୁ ଉଠି

ଦେଶ, ଜାତି ହିତେ ଯିବା ଆଗେଇ l


ସତ୍ୟର ସାରଥୀ ହାରେନାହିଁ କେବେ

କାପୁରୁଷ ସିନା ମୃତ୍ୟୁକୁ ଡରେ ,

ଅସତ୍ୟ, ଅନ୍ୟାୟ, ହିଂସାର ବାଟୋଇ

ଦେଶଦ୍ରୋହୀ ହୋଇ ଜୀବନ ହାରେ l



Rate this content
Log in

Similar oriya poem from Abstract