Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Abstract Drama Others

3  

Papu parida

Abstract Drama Others

ଖେଳ

ଖେଳ

1 min
123


ବିଜୟ ବି ଅଛି ପରାଜୟ ଅଛି

ଶିଖିବାର ଅଛି ଶିଖେଇବାର ଅଛି

ଅନେକ ଅଭିଜ୍ଞତା ଅନେକ ଆହ୍ଵାନ

ଅନେକ ପ୍ରତିଶ୍ରୁତି ଅନେକ ସମ୍ମାନ।

ବାସ ଖେଳ ଆଉ କ'ଣ କି ?

ଖେଳ ଜୀବନକୁ ପୂର୍ଣ୍ଣ ରୂପରେ ଜିଇଁବାର ଏକ ମାଧ୍ୟମ।


ବ୍ୟାୟାମ ବି ଅଛି ବ୍ୟାକୁଳତା ଅଛି

ଜାଣିବାର ଅଛି ଜଣେଇବାର ଅଛି

ଅନେକ ସ୍ମୃରତି ଓ ଅନେକ ସଂଗ୍ରାମ

ଅନେକ ଅନୁଭୂତି ଅନେକ ସୁନାମ

ବାସ ଖେଳ ଆଉ କ'ଣ କି ?

ଖେଳ ଜୀବନକୁ ପୂର୍ଣ୍ଣ ରୂପରେ ଜିଇଁବାର ଏକ ମାଧ୍ୟମ।


ପୀଡନ ବି ଅଛି ସ୍ବେଦନ ବି ଅଛି

ହାରି କି ଶିଖିବା ହରେଇବାର ଅଛି

ଅନେକ କାହାଣୀ ଓ ଅନେକ କଥନ

ଅନେକ ଉପଲବ୍ଧି ଅନେକ ସନ୍ଧାନ

ବାସ ଖେଳ ଆଉ କ'ଣ କି ?

ଖେଳ ଜୀବନକୁ ପୂର୍ଣ୍ଣ ରୂପରେ ଜିଇଁବାର ଏକ ମାଧ୍ୟମ।



Rate this content
Log in

Similar oriya poem from Abstract