STORYMIRROR

Manash ranjan Pattanayak

Romance

3  

Manash ranjan Pattanayak

Romance

ଖବର

ଖବର

1 min
332


ତା ପାଉଁଜି ଯେବେ ରୁଣୁଝୁଣୁ ହୁଏ ରାତି ଖୋଜେ ଅଭିସାର 


ଚଗଲା ମନଟି ଅଥୟ ହୁଅଇ କରିଦେଇଛି ସେ ପର।।


କାହିଁକି ଆସିଲୁ ମୋ ଜୀବନ ପଥେ ଦେଇଗଲୁ ବଡ ଦୁ଼ଃଖ 


ଅତୀତର ସୁଖ ତୁ ପାଶୋରିଦେଲୁ ଚାହିଁଲୁନି ମୋର ମୁଖ।।


ଶଙ୍କା ଓ ଆଶଙ୍କା ଭସ୍ମିଭୂତ ହେଲା ହୋଇଗଲି ମୁହିଁ ଦୂର।।


ଆଲୋ ମୋ ସଜନୀ ତୁ ଥିଲୁ ରଜନୀ ଆଖିରେ ଥିଲା ସପନ


ସେ ସପନ ସବୁ ଚୁନା ଚୁନା ହେଲା ଶତ୍ରୁ ପାଲଟିଲା ମନ।।


ମୋ ହୃଦୟ ରାଣୀ ମୁଁ ଡାକେ ବାୟାଣୀ କିଏ ଦେବ ତା ଖବର?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance