STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

କେଉଁ ଅଭିନୟ ତୋର

କେଉଁ ଅଭିନୟ ତୋର

1 min
131

ପୁରୁଷ ଗର୍ବ ଚୁର୍ଣ୍ଣ କରି ଦେଲ ଅଧିକାରକୁ ନେଲ ଛଡ଼ାଇ


ସମାଜ ଉଚ୍ଚ ଶିଖରୁ ଫିଙ୍ଗିଳ ଧୂଳିରେ ଟି ସବୁ ଏଡ଼ାଇ


କରି ହୀନିମାନ


ନେଲ ଅଧିକାର କଲ ଉଚ୍ଚ ପଦ ସାରା ମଣୁଅଛି ବିଶ୍ୱ


ଅନ୍ୟ ପାଇଁ ଗୃହର ସମ୍ପଦ ଅନ୍ୟରେ ଦେଲ ବଢାଇ।


ଅଟେ କି ପ୍ରେମ ବା ଛଳନା


କଲ ପରିହାସ ଅବା ଅଧିକାର


ପାରୁ ନାହିଁ କରି କଳନା


ମନେ ଅଛି ଯେବେ ଏତେ ଅନୁରାଗ


ମିଳିଲା ନାହିଁ କି ଅନ୍ୟ କେଉଁ ବାଗ


କେଉଁ କଥା ବୁଝି କିମ୍ପା କଲ ନାଟକ?


ଦାମ୍ପତ୍ୟ ଜୀବନେ ନାଟକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational