STORYMIRROR

Dr.Omm Prasad Pradhan

Abstract Romance

3  

Dr.Omm Prasad Pradhan

Abstract Romance

କେମିତିକା ପ୍ରେମ ଇଏ

କେମିତିକା ପ୍ରେମ ଇଏ

1 min
245


ଦିନେ ପ୍ରେମଥିଲା ତୁମର 

ଏକଦମ ଶକ୍ତ ଆଉ ଟାଣ 

ବରଫ ପରି ଶକ୍ତ  

କିନ୍ତୁ ଆଜି ସେ ଅସ୍ଥିର 

ପାଣି ଫୋଟକା ପରି

ଜୀବନ ସମୁଦ୍ରରେ

ଢଳ ଢଳ ଅସ୍ଥାୟୀ 

କେତେବେଳେ ଭାଙ୍ଗିଯିବ

ପ୍ରେମର ବାଲିଘର

ଅବା ପାଣିର ଫୋଟକା  

କେଜାଣି କଣ ହଉଚି 

ବରଫ ବି ତରଳି ଯିବ 

ଗ୍ରୀଷ୍ମର ପ୍ରବାହରେ 

ଆଉ ତୁମ ପ୍ରେମ ବି 

ପ୍ରତିଷ୍ଠାର ଲାଳସାରେ 

ପଦବୀର କାମନାରେ 

ଆଉ ସତୀ ନୁହେଁ 

ସୁଖୀ ହେବାର ଆଶାରେ 

କାହାର ହୃଦୟରୁ ବହାରିଯାଇ 

ଆଉ କାହାର କାଚଘରେ ରହିବା ଆଶାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract