STORYMIRROR

@Jharana Rout

Tragedy

3  

@Jharana Rout

Tragedy

କେମିତି ବଞ୍ଚିବି କହ**

କେମିତି ବଞ୍ଚିବି କହ**

1 min
240



କେଉଁ ପାପ ପାଇଁ ଦଣ୍ଡ ମୁଁ ଭୋଗୁ ଅଛି

     ମିଳେ ନାଁହି ଟିକେ ଶାନ୍ତି

କେମିତି ବଞ୍ଚିବି ଆଉ କିଛିଦିନ

     ଜାଣି ମୁଁ ପାରୁନି କିଛି..


ଏକା ମୁଁ ଅସୁନ୍ଦରୀ ଏ ଦୁନିଆ ପାଁଇ

    ଯିଏ ଯାହା ପାରୁଛି କହି

କାହା କଥା କେତେ ମୁଁ ସହିବି

   ବାରମ୍ବାର ବାରମ୍ବାର ଯାଏ ଥକି...


ସୁନ୍ଦରୀ ମାନଙ୍କର ଏ ଦୁନିଆରେ ସ୍ଥାନ 

    ସିଏ ହେଲେ ସମସ୍ତଙ୍କର ଆଦରଣୀୟ

 ଅସୁନ୍ଦରୀ ମାନଙ୍କୁ ଏଠି କିଏ ପଚାରିବ

   ଏଠି ନାଁହି ତାଙ୍କର୍ ସ୍ଥାନ...... 


ମୁଁ ଜାଣିପାରୁନି ଆଉ କେତେଦିନ ରହିବି 

   ଲାଗୁଛି ବୋହୁତ୍ କଷ୍ଟ 

ଏ ଆୟୁଷ ପଛେ ଅଳ୍ପ ହୋଇଯାଉ 

  ହଜି ଯାଆନ୍ତି ବହୁଦୂର .....

   

   


Rate this content
Log in

Similar oriya poem from Tragedy