STORYMIRROR

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

କେମିତି ଭୁଲିଲ ତୁମେ

କେମିତି ଭୁଲିଲ ତୁମେ

1 min
133

ଲକ୍ଷେ ସ୍ବପ୍ନ ଆଣି  ଆଖିରେ ଭରିଲ

ସୁନେଲି ରୁପେଲି ଆଶା

ଅଧା ପଥେ ସାଥୀ  ଛାଡି ଚାଲିଗଲ

କରି ମୋତେ ଲୋକହସା ।


ବାଲି ଖେଳ ଘରେ  ମନ ତଳେ ଥିଲି

ସୁନ୍ଦର ପରୀଟି ପରି

ସମୟ ତାଳରେ   କିଏ କିଣି ନେଲା

ଛଳନାର ସ୍ନେହ ପାରି ।


ଚାତକ ପରିକା  ଚାହିଁ ଥିବି ସାଥୀ

ମନେ ରଖି ପୂର୍ବ ସ୍ମୃତି

ଦରଦ ଛାତିରେ  ନିତି ଫୁଟୁ ଥିବ

ଇନ୍ଦୁ କଇଁ ପ୍ରୀତି ରତି ।



Rate this content
Log in

Similar oriya poem from Romance