STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

କେବେ ତୁମେ ନାହଁ

କେବେ ତୁମେ ନାହଁ

1 min
165

କେବେ ତୁମେ ନାହଁ

କେବେ ମୁଁ ନାହିଁ

କେବେ ଟାୱାର ନାହିଁ

କେବେ ବାଲାନ୍ସ ନାହିଁ

ଏ ସବୁ ନାହିଁ ଭିତରେ 

  ଦୂରବାସୀ ବନ୍ଧୁ ମୋର

    କେମିତି କହିବି କେତେ 

       ମନେ ପକାଉଛି ମୁହିଁ

         ତୁମକୁ ତୁମ ବାଟ ଚାହିଁ ଚାହିଁ

  

         ତୁମ ସ୍ନେହ ଆଦର

        କଲା ମୋତେ ନିଜର

      ତୁମ ବାଣୀ ମଧୁର

    ଖୁସି ଦିଏ ଅପାର

  ସେଥିପାଇଁ ବାରମ୍ବାର 

ଶୁଣିବାକୁ ଚାହେଁ

ତୁମ ସେ କଣ୍ଠ ସ୍ୱର

ତୁମ କୁ ଝୁରେ ମନ ମୋର

ଏତିକି ତ କହିବାର ଅଛି ମୋର

ଥର କୁ ଥର ବହୁ ବାର ବହୁବାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract