STORYMIRROR

Purnima Prusty

Abstract

2  

Purnima Prusty

Abstract

କବର ତଳର ଆତ୍ମା

କବର ତଳର ଆତ୍ମା

1 min
110

କବର ତଳର ଆତ୍ମା ମୁଁ

କବର ତଳେ ବଞ୍ଚିଛି

ପାଉଁଶ ତଳର ନିଆଁ ମୁଁ

ତୋ ପ୍ରେମ ନିଶାରେ ଜଳୁଛି

କବର ତଳର ଆତ୍ମା ମୁଁ 

କବର ତଳେ ବଞ୍ଚିଛି

ମନର ଭଙ୍ଗା ଆଇନାରେ

ତତେ ହିଁ କେବଳ ଦେଖୁଛି

କବର ତଳର ଆତ୍ମା ମୁଁ

କବର ତଳେ ବଞ୍ଚିଛି

ଦରଦୀ ଭରା ହୃଦୟ ମୋ

ତୋରି ସ୍ମୃତିକୁ ଝୁରୁଛି

କବର ତଳର ଆତ୍ମା ମୁଁ

କବର ତଳେ ବଞ୍ଚିଛି

ବିନା ମିଳନରେ ଆଜି ଯେ

ବିରହୀ ଟିଏ ମୁଁ ସାଜିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract