Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

2  

KRUTIBAS NAYAK

Inspirational

କବିତାୟନ-13 କ୍ଷମା

କବିତାୟନ-13 କ୍ଷମା

1 min
135



ନିଜଦୋଷ କେବେ ବୁଝିପାରି ନିଜେ କଲେ ଆତ୍ମ ସମର୍ପଣ,

ଜାଣିବେ ଆପଣ ସାଧୁବ୍ୟକ୍ତି ଜଣେ ଜୀବନ ହୋଇଛି ଧନ୍ୟ |


ନିଜଦୋଷ କିଛି ଅଛି କି ନ ଅଛି ଯଦି ନ ପାରନ୍ତି ଜାଣି,

ତଥାପି ନିଜକୁ ସମର୍ପି ପାରିଲେ ବୁଦ୍ଧିମାନ ହେବେ ପୁଣି |


ଦୋଷ ନ ଥାଇ କେ କ୍ଷମା ମାଗିନେଲେ କିଛି କ୍ଷତି ହୁଏନାହିଁ,

ବନ୍ଧୁତା ସୂତ୍ରଟି ଦୃଢ଼ ହୋଇଥାଏ ଜ୍ଞାନିଲୋକ ହୁଏ ସେହି |


ଦୋଷଥାଇ କେହି ଯୁକ୍ତିକଲେ ସିନା ହାରିବା ହୋଇବ ସାର,

ପରଦୋଷ ଦେଇ ଖସି ଚାଲିଗଲେ କ୍ଷତି ହୁଏ ଦୁହିଙ୍କର |


କ୍ଷମାର ମହିମା କ୍ଷମାର ମହତ୍ୱ ଜାଣନ୍ତି ମହତ ଜନ,

କ୍ଷମାଦାତା ପୁଣି କ୍ଷମାର ଗ୍ରହୀତା ଧନ୍ୟ ହେବେ ଦୁଇଜଣ |


Rate this content
Log in

Similar oriya poem from Inspirational