STORYMIRROR

Puspanjali Panda

Abstract

3  

Puspanjali Panda

Abstract

କବିତା

କବିତା

1 min
131

ତୁମ କଥା ବେଶୀ ଭାବେ ବୋଲି

ମୋର କଲମ ଅଟକି ଯାଏ

ଅଧିକ ଲେଖନ୍ତି ଭାବି ଭାବି ଖାଲି  

କମ୍ ତ ଲେଖି ଥାଏ

ପ୍ରେମ ବୋଲି ଯାହା ତମେ ଶିଖାଇଛ

ଲେଖି କି ପାରିଛି କେବେ

ଦୂରରେ ଥାଇ ବି ଭଲପାଇବାର

ମନ୍ତ୍ରରେ ବାନ୍ଧିଛ ଆଗେ

କଣ ଲେଖିବି ଆସେନି ଶବ୍ବ

ଶବ୍ବ କିଛି ଖୋଜିଦିଅ

ତୁମ ନାମ ନେଇ କବିତା ଲେଖୁଛି

ତୁମେ କବିତା ରେ ଥାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract