କବିତା ଓ ମନକଥା
କବିତା ଓ ମନକଥା
କେହି ଜଣେ କହିପାରେନା
ମନ ଖୋଲି ବ୍ୟଥା
ସେଇଥିପାଇଁ ତ ସିଏ ଲେଖି ଚାଲେ
ଖାଲି ପ୍ରେମ କବିତା
କେହି ଜଣେ କହିପାରେନା
ମନ ଖୋଲି ବ୍ୟଥା
ସେଇଥିପାଇଁ ତ ସିଏ ଲେଖି ଚାଲେ
ଖାଲି ପ୍ରେମ କବିତା