STORYMIRROR

Prabir Kamila

Others

1  

Prabir Kamila

Others

ଅବଶୋଷ

ଅବଶୋଷ

1 min
101

ମୋ ପାଇଁ ଯାହାର

ଆଖିରେ ଅଧିର

ମରୁଯାତ୍ରୀର ଶୋଷ

ମୁଁ ଵି ତା ବିନା

ରାତି ଉଜାଗରେ

ହୋଇ ଆସେ ନିଃଶେଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍