STORYMIRROR

Prabir Kamila

Inspirational

2  

Prabir Kamila

Inspirational

ହୃଦୟ ଓ ଆଖି

ହୃଦୟ ଓ ଆଖି

1 min
13.5K


ହୃଦୟ ଓ ଆଖି
ହୃଦୟ ଦିନେ ଆଖିକୁ ପଚ଼ାରିଲା
ତମେ କିଆଁ ଟିକେ ଟିକେ କଥାରେ
ଏତେ ଲୁହ ଝରାଅ !
ଆଖି କହିଲା, ଜାଣିନ କି,
ଲୁହ ସିନା ସବୁବେଳେ ରହିଥାଏ
ମୋ କୋଳରେ,
ହେଲେ ତମ କୋଳେ ଲୁଚ଼ିଥିବା
ବେଦନା ଯେବେ ତା'କୁ ଝୁରେ
ସେତେବେଳେ ସେ ଝରିଯାଏ
ତା'କୁ ଛୁଇଁ ଯିବାକୁ, ତୁମ ସାହାରରେ
କାରଣ ସେ ହିଁ ତା'ର ପ୍ରାଣପ୍ରିୟ |

ପ୍ରବୀର କୁମାର କମିଳା
ଚ଼ାନ୍ଦମାରୀ ପଡ଼ିଆ,ସହଦେବଖୁଣ୍ଟା,ବାଲେଶ୍ବର
8.8.2013


Rate this content
Log in

Similar oriya poem from Inspirational