STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

କବି

କବି

1 min
138

ଯିଏ ବି ବଞ୍ଚିଛି, ଏଇ ସଂସାରରେ କାହାରି ତ ନିଶ୍ଚୟ କ୍ରୀତଦାସ, ପ୍ରଭୁ ଙ୍କ ପୟରେ ପ୍ରଣିପାତ କରେ ଭରିଛ ସଂସାରେ ଶହେଆଠ କଳସ. ଶଙ୍ଖ, ଚକ୍ର ଗଦା ପଦ୍ମ ହସ୍ତେ ଧରି ପ୍ରଭୁ ତୁମେ ଭରିଛ ସକଳ ମୁଖରେ ହସ, ତଥାପି କେମିତି କୋଉଠି କେବେ ଝୁରୁଛି ଝୁରିବ ପ୍ରୀତି ପିୟୁଷ.

କବିଟିଏ ସିଏ ପ୍ରତିବିମ୍ବ ଅଟେ ଦର୍ପଣେ ଦେଖେସେ ନିଜ ଆଲେଖ୍ୟ ବିଶେଷ୍ୟ, ବଦଳେଇ ଦେବ ଲେଖନୀରେ ତାର ଭରିଦେଇ ଅନ୍ତ୍ରଦ୍ୱନ୍ଦ ର ପରିହାସ. ଅନ୍ତର ବେଦନା ଜାଣେ ସେ ଦ୍ୱିତୀୟ ଇଶ୍ୱର, କରିଦେବ ଅନ୍ତର୍ଦାହ ର ଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract