କବି ର ସାଥି
କବି ର ସାଥି
ଜୀବନ ରେ କେତେ କବିତା ଲେଖିଛି ତୋ ବିନା ଅଟେ ମୋ ଜୀବନ ତୁଚ୍ଛ ।
କେତେ ଆଶା ଆଉ ଆକାଂକ୍ଷାକୁ ନେଇ ଓଡିଶା କୁ ଆମେ କରିବା ସ୍ୱଚ୍ଛ।
ତୋତେ ଧରିଲେ ବଢେ ମାେ ସାହସ ଦୁର୍ନୀତି କୁ ଆମେ କରିବା ନାଶ ।
ଶୁଣିଛି କେତେ ତୋ ବିରତ୍ଵ ର କୀର୍ତ୍ତି ପଢିଛି ତୋ ଇତିହାସ
ତୋ ଦେହରେ ସଞ୍ଚା ସହସ୍ର ବଳରେ ଖଣ୍ଡା ବି ଝରାଏ ଲୁହର ଧାର ।
କବିତା ଭୟ ରେ ଉଲଗ୍ନ ହୋଇକି ବିଦେଶୀ ହୋଇଲେ ଦେଶରୁ ପାର ।
ତୋ ମୁନରୁ ଝରେ କଳା କାଳି ସିନା ,କଳା କରୁ ତୁ ଯେ ପାପୀଙ୍କ ମୁହଁ।
ଶପଥ ନେଇଛି କବିତା ମାଧ୍ୟମେ ଓଡ଼ିଆ ଜାତିକୁ ଦେବିରେ ନ୍ୟାୟ।