STORYMIRROR

Sãshíkãñtå Béhérå

Romance Tragedy

3  

Sãshíkãñtå Béhérå

Romance Tragedy

ଅନୁତାପ ର ଲୁହ

ଅନୁତାପ ର ଲୁହ

1 min
236

ମନର ଯନ୍ତ୍ରଣା ହୃଦୟରେ ଚାପି ଝାରାଏ ତୋ ପାଇଁ ଲୁହ

ବେଇମାନି ପ୍ରିୟା ତୋ ଉଦ୍ଦେଶ୍ୟ ମୋତେ କହିଲୁନି କାଇଁ କହ

ମିଠା କଥା କୁହା ତୋ ଓଠର ଭାଷା ବୁଝି ପାରିଲିନି ମୁହିଁ

ବିଶ୍ୱାସରେ ମୋର ବିଷ ଭରିଦେଲୁ ଲୁହ ଝରାଏ ତୋ ପାଇଁ

ତୁ ଅବିବେକି ଧୋକାବାଜ୍ ବୋଲି ଏ ମନ ମୋର ଜାଣିଗଲା

ତୋ ଅଭିନୟ ପ୍ରେମରୁ ବି ମୋର ବିଶ୍ଵାସ ଯେ ତୁଟିଗଲା

ଝରେନାହିଁ ଆଜି ଏ ଆଖିରୁ ଲୁହ ଝରେ ହୃଦୟୁ ରକତ

ପ୍ରେମ ଭଳି ବି ପବିତ୍ର ସମ୍ପର୍କ ହୋଇଛି ଲୋ କଳଙ୍କିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance