STORYMIRROR

Sãshíkãñtå Béhérå

Others

2  

Sãshíkãñtå Béhérå

Others

ଶିଶୁ

ଶିଶୁ

1 min
333

ସକାଳ ସୂର୍ଯ୍ୟ କୁ ଦେଖିବା ଆଗରୁ ଶିଶୁ କନ୍ୟା ଏଠି ମା'ଉଦରେ ମରିଯାଏ..

ବେହିଆ ସର୍କାର ବେଲଜ୍ୟ ଭଳିଆ ଶିଶୁ କଲ୍ୟାଣ, ବିକାଶର ବାର୍ତ୍ତା ଦିଏ..

୬ ମାସ ର ଶିଶୁ, ନାରୀ ମାଂସ ଲୋଭି ରକ୍ଷାସ କବଳୁ ଅକାଳରେ ଝଡିଯାଏ...

କେଉଁ ପାପ କରେ ନିରୀହ ଶିଶୁଟି ନାଳନର୍ଦ୍ଦମା,ଗଛମୁଳୁ ମିଳିଥାଏ...

କୁପୋଷଣ ଆଉ ଖାଦ୍ୟ ଅଭାବରୁ ଶିଶୁ ମୃତ୍ୟୁ ବୃଦ୍ଧି ପାଏ...

ବେହିଆ ସର୍କIର୍ ବେଲାଜ୍ୟ ଭଳିଆ ବିକାଶର ବାର୍ତ୍ତା ଦିଏ..

ଶିଶୁଟିଏ ଅଟେ ଗୋଲାପ କଢ଼ିଟେ ଫୁଟିଲେ ଚମକୁ ଥାଏ..

ଶିଶୁଟିଏ ଅଟେ ଦେଶ ଭବିଷ୍ୟତ ଦେଶକୁ ଆଗକୁ ନିଏ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍