STORYMIRROR

Sãshíkãñtå Béhérå

Romance

3  

Sãshíkãñtå Béhérå

Romance

ପ୍ରେମର ପ୍ରେମିକା

ପ୍ରେମର ପ୍ରେମିକା

1 min
179

ପ୍ରେମିକା ଟି ମୋର ସରଳ ସ୍ଵଭାବ ଲାଜକୁଳୀ ପୋତାମୁହିଁ..

ଭାବୁଥିଲି ମୋର ଦିନ କଟିଯିବ ତା ମୁହଁ କୁ ଚାହିଁ ଚାହିଁ..

ସତେ ଅବା ସିଏ ପୂର୍ଣ୍ଣିମା ର ଚାନ୍ଦ ଓଠ ତଳେ କଳା ଯାଇ..

ଅଭୁଲା ଅତୀତ ସ୍ମୃତି ଅଛି ସିନା ସିଏ ମୋ ପାଖରେ ନାହିଁ..

ସାତ ଜନମର ଦୁଃଖ ଦେଇ ଗଲା ଅବିବେକି ଅଭିମାନୀ..

କାହିଁକି କେଜାଣି ହୋଇଗଲା ସିଏ ସ୍ୱାର୍ଥପର ବେଇମାନି..

ତଥାପି କହୁଛି ମନର ମାନସୀ ତୁମକୁ ଭୁଲିବି ନାହିଁ..

ବଞ୍ଚିଥିବା ଯାଏ ତୁମ କଥା ଭାବି ଜୀବନ ଦେବି ବିତେଇ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance