STORYMIRROR

Sãshíkãñtå Béhérå

Others

2  

Sãshíkãñtå Béhérå

Others

ଘର

ଘର

1 min
352

ଚାଳ କୁଡିଆର ବାସ ହେଉ ଅବା ହେଉ ଝାଟିମାଟି ଘର..

ମୋ ପାଇଁ ମୋ ଘର ଅଟେ ଜଗାର ମନ୍ଦିର..

ସ୍ନେହ ପ୍ରେମ ଆଦରରେ ବନ୍ଧା ଯେଉଁ ଘର..

ସେହି ଘରେ ପିତାମାତା ମୋ ସାକ୍ଷାତ୍ ଈଶ୍ୱର..

ମୋ ଘରଟି ଗଢା ଯେଉଁ ପ୍ରେମ ବନ୍ଧନର..

ମୋ ମନ୍ଦିରେ ନ ଲାଗୁ କାହା ଅଶୁଭ ନଜର..

ସୁଖେ ଦୁଃଖେ କଟେ ମୋର ଜୀବନ ଜୀବିକା..

ରାଜସୁଖଠୁ ,ବି ମୋ ପରିବାର ସବୁଠୁ ଅଧିକା..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍