STORYMIRROR

Prasanna Kumar Madala

Fantasy Others Abstract

2  

Prasanna Kumar Madala

Fantasy Others Abstract

କୌମୁଦୀ

କୌମୁଦୀ

1 min
2.8K


ଖ'ମଣ୍ଡଳୁ ଭରା କମଣ୍ଡଳୁ ନେଇ

ସୁଧା ପରଷିବ ମୋହିନୀ ଖାଣ୍ଟି

କୁମୁଦିନୀ କାନ୍ତ କୌମୁଦୀ ଅନେଇ

ବିତାନେ ଆତପ ଦେଇଛି ବାଣ୍ଟି ।

ଜଳଧି ଜଳରେ ପ୍ରଣୟ କାଳରେ

ପ୍ରବାଳେ ପ୍ରବଳ ସୁହାଗେ ଭାତି

କାଳର ତାଳରେ ଗହଳ ଡାଳରେ

କଳିବେ କଳିକା ଅଳିପେ ମାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy