STORYMIRROR

Jayashree Behera

Children

3  

Jayashree Behera

Children

କାଉ ରାବିଲା

କାଉ ରାବିଲା

1 min
238



ସୁନା ଝିଅଟିଏ ମିନା

ହୁଏ ନାହିଁ କେବେ ଅଝଟ

ପାଠପଢାରେ ଭାରି ମନ

ପାଠପଢିଥାଏ ରାତି ଦିନ


ବହି ଧରି ଶେଜେ ପଡ଼ଇ ଶୋଇ

କାଉ ରାବିଲା କ୍ଷଣି ଉଠି ପଡ଼ି

ସଅଳ ଶୋଇକି ସଅଳ ଉଠେ

ଧୋଇ ମୁହଁ ସୂର୍ଯ୍ୟ ପ୍ରଣାମ ସହ

ପିତା ମାତାଙ୍କୁ କରେ ପ୍ରଣାମ


ସାରି ସ୍ନାନ କାର୍ଯ୍ୟ ଯାଏ ବିଦ୍ୟାଳୟ

ଗୁରୁଜୀଙ୍କର କଥା ଶୁଣେ ଦେଇ ମନ

ଘର ପାଠ ନିତି କରିଦିଏ

ଶ୍ରେଣୀ ପାଠକୁ କରିଦିଏ ଜଲଦି


ସଭିଙ୍କର ପ୍ରିୟ ମିନା 

ଖେଳିବାକୁ ସାଙ୍ଗ ସାଥି ମେଳେ

ମେଳି ହୁୁଅନ୍ତି ଛୁଟି ପରେ

କବାଡି ଖେଳ କୁ ଘୋଘୋ ରାଣୀ

ବୋହୁ ଚୋରି ପୁଣି ଖୋକୋ

ଖେଳି ବା ପରେ ଘରକୁ ଯାଆନ୍ତି

ଧୁଆଧୋଇ କରି ଗୋଡ଼ ହାତ



Rate this content
Log in

Similar oriya poem from Children