STORYMIRROR

Jayashree Behera

Romance

3  

Jayashree Behera

Romance

ଖୁସି

ଖୁସି

1 min
176


ମୋ ମନ ଜୀବନ

ଭରିିଛ ତୁମେ ଆନନ୍ଦ

ତୁମେ ମୋ ହୃଦୟ ଦେବତା

ତୁମ ବିନା ଜୀବନ

ହୋଇବ ଏକା ଏକା........


ନିଃସଙ୍ଗ ତାର ଜୀବନ

ନ ଆସୁ କେବେ

କାହା ଜୀବନରେ

ତୁମ ଭଲପାଇବା

ଲାଗେ ଯେମିତି

ଫଗୁୁର ରଙ୍ଗ ପରିକା

ବୋଳିଦେଇଛ ତନୁ ମନେ ମୋର

ଖୁସିର ଭରିଛ ପିଆଲା

ନାଲି ନେଳି ରଙ୍ଗ ଫଗୁୁର

ଫଗୁଣରେ ଭିଜିଲା ସପନ

ତୁମେ ମୋ ସପନ

ତୁମେ ମୋ ଜୀବନ

ତୁମେ ମୋର ପଥସହଚର



Rate this content
Log in

Similar oriya poem from Romance