Jayashree Behera
Others
ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ଖୋଜିଲି ଗଭୀର ବନେ
ମାଆର ମମତା ମାଆର ମୂଲ
ସୁଝିିିି କି ପାରିିିବି ଏ ଜୀବନେ...
ମିଠା ମିଠା କଥା
ମିଠା ତା ଆଦର ମିିିଲା ଲାଗେ ତାର ସଙ୍ଗ
ତା ହାତ ରନ୍ଧା
ଲାଗେ ସୁୁୁଆଦ
ଯେମିତି ଅବଢା ଅନ୍ନ....
ମାଆ
ପିଚକାରୀମୂରଲୀ ...
ତୁମେ ମୋ ଆଖି ତ...
ରଙ୍ଗ ବର୍ଷେ
ଖୁସି
ପ୍ରେମ-ଭଲ ପାଉଛ...
କାଉ ରାବିଲା
ଫଗୁଣ