Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Behera

Romance

4  

Jayashree Behera

Romance

ରଙ୍ଗ ବର୍ଷେ

ରଙ୍ଗ ବର୍ଷେ

1 min
181



ଫଗୁଣ ଆସିଛି ନେଇ

ଖୁସିର ସମ୍ଭାର

କୋଇଲି ର କୁହୁ ତାନେ 

ମନେ ଭରେ ସପନ

ବଉଳ ଫୁଲର ବାସ 

ଚହଟଇ ଧରା

ଖୁୁିସିରେ ମନ ହୁଏ ମଗନ

ଫଗୁଣ ଆଣିଛି ନେଇ

ସାତ ରଙ୍ଗ

ପ୍ର୍ରେମର ମିଠା ନେଇ ଅନଭବ

ରଙ୍ଗର ଛିଟା ରେ ମନ ମତୁୁୁଆଲା

ଅଭିରର ରଙ୍ଗ ଲାଗିଲା ଦେହରେ

ସୃଷ୍ଟି ହୁଏ ସିହରଣ

ପ୍ର୍ରେ୍ମ ରେ ଭରିଲା ଜୀବନ

ସବୁ ପ୍ର୍ରେମ ମୟ

ପ୍ରେମ ମୟ ଜୀବନ


Rate this content
Log in