ପିଚକାରୀମୂରଲୀ ଧାରୀ
ପିଚକାରୀମୂରଲୀ ଧାରୀ
ନା ନା ମାରନା ପିଚିକାରୀ
ଯିବିିି ମୁଁ ଯମୁୁୁନା ଜଳ ଆଣି
ହାତରେ ଅବିର ଲାଗୁଛି ଡର
ଲଗାଅ ନା ଦେହେ ମୋର
ଧରିଛ ପଣତ କରି କପଟ
ହେ ମୂରଲୀଧାରୀ କୃଷ୍ଣ
ପୀରତି ରଙ୍ଗ ବୋଳିଛ ତନୁ ମନେ
ଝୁରୁଛି ମନ ଭରିଛି ବେଦନା
ଅବିରର ରଙ୍ଗ ଲାଗେ ଫିିିକା
ଯିବି ମୁଁ ଯମୁନା
ଶୁଣିିି ରଖ ରାଧା ଅଧା ରହିଯିବ
ଫଗୁ ଖେଳ ଖେଳିିିବି ତୋ ସହ
ଆସିବ ବହୁତ ମଜା

