STORYMIRROR

Jayashree Behera

Romance

3  

Jayashree Behera

Romance

ଫଗୁଣ

ଫଗୁଣ

1 min
229


ହେ ଫଗୁଣ ତୁମେ

ଆସିଲ ମୋ ଜୀବନେ

ନେଇ ଫଗୁୁର ରଙ୍ଗ 

ବିଞ୍ଚି ଦେଲ ତନୁ ମନେ 

ଖେଳିଲା ସିହରଣ

ତୁମ ପରଷରେ

ଜିିଁଇ ମୁଁ ଉଠିଲି

ହୋଇଛି ଧରା ବାସ୍ନାୟିତ

ଗୁୁୁୁୁଞ୍ଜରିତ କୁୁୁୁହୁଶଦ୍ଦ 

ଆମ୍ବ ବଉଳ ର ବାସରେ

ଚହଟିଲା ଧରା ମନ ମୋର

ରଙ୍ଗ ବେରଙ୍ଗ ଫୁଲ ର ସମାହାର

ଧରଣୀ ମା ଦିଶୁଛି ସୁନ୍ଦର

ପ୍ରିୟ ତୁମେ ଦେହେ ମୋର

ବୋଳି ଦିଅ ପ୍ରେମ ଦିିବାନିି

ମୁଁ ତୁମର

ଫଗୁଣର ସାତ ରଙ୍ଗ 

ଭରିଦିଅ ଜୀବନେ ମୋର

ମାର ପିଚକାରୀ

ଖେଳ ଅଭିର 

ପ୍ରିୟ ତମ ମୋର 



Rate this content
Log in

Similar oriya poem from Romance