STORYMIRROR

Jayashree Behera

Classics

3  

Jayashree Behera

Classics

ତୁମେ ମୋ ଆଖି ତଳର

ତୁମେ ମୋ ଆଖି ତଳର

1 min
242

ନିରବତା ତୁମେ ମୋ ଆଖି ତଳର

ତୁମେ ମୋ ଓଠ ତଳର ଅକୁହା କଥା

ତୁମେ କବିିର କବିତା

ଲେଖନୀ ମୁୁନର ରସାଳ ନାୟିକା

ତୁମେ କବିତା,

ପାଠକର ମନେ ସୃଷ୍ଟି କର ଗୁୁଞ୍ଜରଣ

କେବେ ହୃଦୟ ର ବିରହତା

କେବେ ପ୍ରଥମ ପିିରତିିର କଥା

କେବେ ଯନ୍ତ୍ରଣା କେବେ ଯାତନା

ହେ କବିତା,

ତୁମେ କେବେ ହୃଦୟ ର ନାୟିକା

ତୁମେ ମୋ ଲେଖନୀ ର ଉଦ୍ଦୀପନା

ହେ କବିତା 

ମୋ ମନ ତଳର କବିତା ବନିତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics