Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Behera

Classics

3  

Jayashree Behera

Classics

ତୁମେ ମୋ ଆଖି ତଳର

ତୁମେ ମୋ ଆଖି ତଳର

1 min
240


ନିରବତା ତୁମେ ମୋ ଆଖି ତଳର

ତୁମେ ମୋ ଓଠ ତଳର ଅକୁହା କଥା

ତୁମେ କବିିର କବିତା

ଲେଖନୀ ମୁୁନର ରସାଳ ନାୟିକା

ତୁମେ କବିତା,

ପାଠକର ମନେ ସୃଷ୍ଟି କର ଗୁୁଞ୍ଜରଣ

କେବେ ହୃଦୟ ର ବିରହତା

କେବେ ପ୍ରଥମ ପିିରତିିର କଥା

କେବେ ଯନ୍ତ୍ରଣା କେବେ ଯାତନା

ହେ କବିତା,

ତୁମେ କେବେ ହୃଦୟ ର ନାୟିକା

ତୁମେ ମୋ ଲେଖନୀ ର ଉଦ୍ଦୀପନା

ହେ କବିତା 

ମୋ ମନ ତଳର କବିତା ବନିତା ।



Rate this content
Log in