STORYMIRROR

Jayashree Behera

Romance

3  

Jayashree Behera

Romance

ପ୍ରେମ-ଭଲ ପାଉଛି ତୁମକୁ

ପ୍ରେମ-ଭଲ ପାଉଛି ତୁମକୁ

1 min
237

ମନଖୋଲି ପାରେନା କହି

ତୁମେ ମୋ ପ୍ରେମ

ଦୁୁରରୁ ତୁମକୁ ଦେଖିଦେଲେ 

ହୃଦୟେ ସୃଷ୍ଟି ହୁଏ କମ୍ପନ

କହିବି କହିବି ଭାବୁଛି ମନେ

ପାରେନା କହି

କହିିିିିଦେଲେ କାଳେ 

ଜୀବନରୁ ମୋର ଜିବ ଦୁରେଇ  

କି ପାଗଳାମି ମୋର

ପାଉଛି ତୁମକୁ ଭଲ

କହିିିିବାକୁ କିନ୍ତୁ ଡରେ

ମନେ ମନେ ଖୋଜେ ତୁମକୁ

ଅଭିିର ରଙ୍ଗ ନେଇ ଥରେ

ଆସିବକି ଆମ ଘରକୁ

ଫଗୁ ର ରଙ୍ଗରେ ଭିଜାଇ ଦେବ 

ଅଜଣା ସିହରଣ କରିବ ଆଲିଙ୍ଗନ

ପ୍ରେମ ହେବ ସଫଳ

ମଥାରେଦେଇ ସିନ୍ଦୂର ।



Rate this content
Log in

Similar oriya poem from Romance