Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Action Fantasy

3  

Mr.GAGAN BIHARI NAYAK

Action Fantasy

କାଶତଣ୍ଡୀ ହସେ

କାଶତଣ୍ଡୀ ହସେ

1 min
326


କାଶତଣ୍ଡୀ ହସେ ତୁମ ଓଠ ଦିଶେ ।

ଦ୍ବିତୀୟା ତିଥିର ଜହ୍ନ। 

ତୁମ ଓଠେ ହସ ଦେଖି ଅଶିଣର ।

ଜାଗେ ମନେ ଅଭିମାନ (0)


ଭୋଦୁଅ ଖରାଟା ଛୁଇଁ ଛୁଇଁ ଗଲା ।

ବାଦଲରେ ଲୁଚି ଲୁଚି ।

ବଧୂଲୀ ରୂପରେ ଦାଗ ନେସି ଦେଲା ।

ଭଲ ପାଏ ବୋଲି ବେଶି ।

ଭୁଲିନି ତୁମକୁ ନୀଳ ବନାନୀର।

ସଜଡା ସବୁଜ ସ୍ବପ୍ନ (୧)


ଘାଟ କଦମ୍ବର ଫୁଲ ଫୁଟି ହସେ। 

ବାଟ ସାରା ପାଦ ଚିହ୍ନ। 

କିଆ କେତକୀର ଚହଟା ମହକେ।

ଝୁରି ହୁଏ ଝୁରା ମନ।

ଆନ ମନା କଲା ଅଶିଣ ପାର୍ବଣ । 

ଭରି ଦେଲା ଶିହରଣ (୨)



Rate this content
Log in

Similar oriya poem from Action