STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କାଶ ତଣ୍ଡି ଫୁଲ

କାଶ ତଣ୍ଡି ଫୁଲ

1 min
623


କାଶ ତଣ୍ଡି ଫୁଲେ ଧାରା ଧାମ ହସୁଛି

ଅଶିଣ ରେ ମା ମୋର ଆସୁଛି

ମା ର ଆଗମନ ରେ ଧାରା ନାଚିବ

ଢୋଲ ମହୁରୀ ବାଇଦ ଶୁଭିବ

କାଶ ତଣ୍ଡି ଫୁଲ ସୁଚାଇ ଦେଉଛି

ମା ମୋର ତୁମ ପାଖକୁ ଆସୁଛି

କାଶ ତଣ୍ଡି ଫୁଲ ମନ ମୋହି ନେଉଛି

ବରଷ କେ ଥରେ ଧରା କୁ ଆସୁଛି

ମା ପାଇଁ ପୂଜା ମଣ୍ଡପ ସଜାଇ ହେଉଛି

କାଶ ତଣ୍ଡି ଫୁଲ ଖୁସି ରେ ଦେଖୁଛି

ମନ୍ଦିରେ ମା ଙ୍କ ପୂଜା ଚାଲିଛି

କାଶ ତଣ୍ଡି ଆନନ୍ଦେ ନାଚୁଛି

ବିଲ ପର୍ବତ ସବୁଠି କାଶ ତଣ୍ଡି ଶୋଭା ପାଉଛି

ପ୍ରତି ପ୍ରାଣ କୁ ଟାଣି ସେ ନେଉଛି

ପବନ ର ତାଳେ ତାଳେ ସେ ହଲି ଯାଉଛି

କାଶତଣ୍ଡି ଫୁଲ ନଦୀ ପୋଖରୀ ହୁଡ଼ା ରେ ଫୁଟିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational