କାନ୍ଦୁଛି ଲଣ୍ଠନ
କାନ୍ଦୁଛି ଲଣ୍ଠନ
ମୁଁ ଯେ ଥିଲି କାଳିମା
ଅନ୍ଧକାର ଦୂରିଭୂତ
କରିବାର ଏକ ନିସ୍ତୁକ
ସାଥି
ଦିନ ରୁ ଦିନ ଶତାବ୍ଦୀରୁ
ଶତାବ୍ଦୀ ଯାଇଛି ବୀତି
ଆଧୁନିକ ର ଚାକଚକ୍ଯ
ମଧ୍ୟରେ ମଣିଷ ଆଜି
ରହୁଛି ବଞି
ବିଗ୍ଯାନର କରାମତି
ଆଜି ତା ହସ୍ତେ ରହିଛି
ସୁଇଚ୍ ଟିପି ଆଲୋମାଳା
ଦେଉଛି ସଜାଇ
ଆଲ୍ଲାଉଧ୍ଧିନ କୁହୁକ
ପ୍ରଦୀପ ପରି
ମଞି ମିଞି ହୋଇ
ଜଳୁଥିବା ମୋ ଲଣ୍ଠନ
ଆଲୋକ କୁ ଯାଇଛନ୍ତି
ଭୂଲି
ମନପଡେ ଆଜି ସେହି
ଦିନ ମୋରି ଆଲୋକରେ
ପଢି ହୋଇ ଛନ୍ତି ହାକିମ
ଆଜି ସେହି ଅଭୂଲା ଦିନକୁ
ଯାଉଛି ଝୁରି
ଆଜି ମହମବତୀ ଦେଉଛି
ମୋ ସ୍ଛାନ ପୂରଣ କରି