STORYMIRROR

Debabrata Barik Debunu

Crime Inspirational

3  

Debabrata Barik Debunu

Crime Inspirational

କାନ୍ଦୁଛି ଧରଣୀ

କାନ୍ଦୁଛି ଧରଣୀ

1 min
11.5K


ଆଜିବି ଗର୍ବରେ କହି ହେଉଛନ୍ତି

ଦେଶ ଯେ ଆମର ସ୍ଵାଧୀନ


ନିର୍ଭୟା ଆଖିରୁ ଧାର ଧାର ଲୁହ

ତାରିଖ ନିଏ ତା ଜୀବନ


ଭାବୁଛେ ଆମେ ଯେ ସ୍ଵାଧୀନ

 ଆଜିବି ଅନ୍ୟର ଅଧିନ


ଅହିଂସା ମାର୍ଗରେ ଚାଲୁଛନ୍ତି ସିନା 

ଗର୍ବି ଅହଂକାରୀ ହୋଇ 


ନାରୀ ସମ୍ମାନରେ ଜନନୀ ସତରେ

ପାରୁନି ସ୍ଵାଧୀନ ହୋଇ।।


ଆମେ ଭାବୁଛନ୍ତି ଭାରତ ମା ମୋ 

ପିନ୍ଧିବ ସ୍ଵଧୀନ ମାଳା।।


ପୋଷଣ ନାଆ ରେ ଶୋଷଣ ଚାଲିଛି

ଆଇନି ଆଖିରେ କଳା କନା 


ଦେଖିବା ଲୋକ ତ ସବୁ ଦେଖୁ ଥାଏ

କେହି ନାହିଁ ମୂକ ସାକ୍ଷୀ 

 

କାନ୍ଦୁଚି ଧରଣୀ ଏ ଦେଶ ମାଟିରେ

ସାହି ପାରୁନାହିଁ କିଛି ।।


ଏବେ ବି ସମୟ ରହିଛି ତୋ ପାଶେ

ସୁଧାରି ନେ ତୁ ନିଜକୁ।।


ଧିକ ତୁମ ଜନ୍ମ ଏଦେଶ ମାଟିରେ

ଧିକ ତୁ ମନିଷ ଜନ୍ମ କୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime