STORYMIRROR

pranati Mahapatra

Tragedy

3  

pranati Mahapatra

Tragedy

କାଳେ ତୁମେ ଆସିବ ବୋଲି

କାଳେ ତୁମେ ଆସିବ ବୋଲି

1 min
243


ଝଡ଼ବାତ୍ୟାର ଆଭାସ ନ ଥିଲା 


ସୁନାମୀ ପରି ଆସିଥିଲ


ମୋ ହୃଦ କନ୍ଦରକୁ,


ଅତି ଭାବାବେଗେ ସୁସ୍ଵାଗତ କରି


ଆପଣେଇ ଥିଲି 


ମୁଁ ଯେ ତୁମକୁ।


ହେଲେ କାହାର କୁଦୃଷ୍ଟିର ଶିକାର 


ହୋଇଗଲେ ଦୁହେଁ,


ଫାଇଲିନ ରେ ଭାଙ୍ଗିଗଲା ନୀଡ଼


ହୋଇଗଲେ ବାଟବଣା,


ଭୁଲିଗଲ ଫେରିବାର ପଥ,


ଏବେବି ଖୋଜୁଛି ତୁମକୁ।


କାଳେ ତୁମେ ଆସିବ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy