Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Inspirational Others

3  

Gupteshwar Nanda

Inspirational Others

କାହିଁର୍ ଲାଗି ଭାଲି ହଉଛ

କାହିଁର୍ ଲାଗି ଭାଲି ହଉଛ

1 min
6.7K


ଫୁଟବଲ୍ ପଡିଆ ବାଗୀ ହେଲାନ।

ବଲି ତମର୍ ମୁଡ୍

କାହିଁର୍ ଲାଗି ଭାଲି ହଉଛ ଭାଏ

ନାଁଇ ମୁଜନ ତୁଁଡ୍ ।

ବାଲ୍ ଝଡି କରି ଲଁଡା ହେଲେବିତ

ଲାଭ୍ ନିହାତି ଅଛେ

ମାସ୍ କୁ ଘାଏ ତିରିଶ୍ ଟଁକାଆରର୍କାଁଏ

ଭଁଡାରୀ ନେବା ତୁଛେ ।

ସାବୁନ୍, ତେଲ, ସେଂପୁ ଖର୍ଚା କିଛି

ନାଇଁ ହୁଏନ ଆର୍

ଠାଁଟୁ ଲୁକର୍ ସୁଖୀ ଜୀବନ୍ ନାଇଁଥାଏ

ଉପିର୍ ଚିନ୍ତା ତାର୍ ।

ପାନିଆଁ ଦର୍ପନ୍ ସାରେ ହେଲେ

ଯୁଗ୍ ଗନ୍ ବା ହେଟା

ପୁଓ ନାତିନୁ ବାଉରୁ ଥୁବେ,ତାକର୍

ବୁଆର୍ ଟା ବଲି ସେଟା ।

ବିନ୍-ତୀ କରିସେଥିର୍ ଲାଗି

ତମ୍-କୁ କହୁଛେଁ ମୁଁଇ

ହେଥିର୍ କଥା ନି ଭାଲ ନ,ଜୀବନ୍ ଟା

ଭଲ୍ ସେ ଥାଉ ରହି ।

ଗୁପ୍ତେଶ୍ଵର ନଂଦ

ଶଙ୍କରା, ବିନିକା, ସୁବର୍ଣ୍ଣପୁର


Rate this content
Log in

Similar oriya poem from Inspirational