Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSHIL KUMAR MAHAPATRA

Classics Inspirational

3  

SUSHIL KUMAR MAHAPATRA

Classics Inspirational

କାହିଁକି କାଳିଆ

କାହିଁକି କାଳିଆ

1 min
234


କିଏବା ନିଜର   କିଏ ପର ଏଠି 

   ଜାଣିପାରେ ନାହିଁ ମୁଁହି 

ବିପଦରେ ତୁହି  ସଖା ବୋଲି ଜାଣି 

  ଡାକେ ସିନା ତୋତେ ମୁଁହି I


ତୁ କାହିଁ ଶୁଣିବୁ  ମୋର ଡାକ ପୁଣି 

    ଜଗତ ତୋ ନାମ ଘୋଷେ 

କେ ଜଣେ ନିନ୍ଦୀଲେ ଜଗତ ଭିତରେ  

  କିବା ତୋର ଯାଏ ଆସେ I


ଭକ୍ତି ନାହିଁ ମୋର  ଶକ୍ତିବି ତ ନାହିଁ 

      ବିଶ୍ୱାସ ତ ଦୃଢ ଥିଲା 

କିନ୍ତୁ କାଳିଆରେ  ମୋତେ ଦୁଃଖ ଦେଇ 

    ତୋତେ ଖୁସି ଲାଗୁଥିଲା।


ଦୀନବନ୍ଧୁ ନାମେ    ଭଗତ ପାଗଳ 

      ମୋ କଥା ଭାବିବୁ କିଆଁ 

ବିପଦ ର ବନ୍ଧୁ    ନାମ କୃପାସିନ୍ଧୁ 

      କାହିଁକି ରଖିଛୁ ନାଁ।


Rate this content
Log in

Similar oriya poem from Classics